ବନ୍ଧୁକଧାରୀ ଲୁଟେରାଙ୍କୁ ରୋକିବା ପାଇଁ ଲୋକେ ଗରମ ଚା' ଫିଙ୍ଗିଲେ ସେମାନଙ୍କ ମୁହଁକୁ । ମହିଳାଙ୍କ ବେକରୁ ସୁନାଚେନ ଲୁଟ୍ । ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କ ବେକରୁ ସୁନା ଚେନ ଛିଡ଼ାଇନେଇ ପଳାଉ ଥିଲେ ଲୁଟେରା ।
#Baleswar #Odisha #Chor #Thief #loot